Keywords
Tags
Categories

ଅଳ୍ପ ଖର୍ଚ୍ଚରେ ପରିବା ଚାଷ, କେମିତି କରିବେ ଜାଣନ୍ତୁ...

low-cost-cultivation

ଅଳ୍ପ ଖର୍ଚ୍ଚରେ ଉଚ୍ଚ ଜମିରେ କଖାରୁ ଜାତୀୟ ପରିବା ଚାଷ କରି ଆପଣ ବି ଲାଭବାନ ହୋଇପାରିବେ, ଆସନ୍ତୁ ଜାଣିବା କେମିତି କରିବେ ଚାଷ... 
 

  • ଉଚ୍ଚ ଜମିରେ କଖାରୁ ଜାତୀୟ ପରିବା ଯଥା: କଖାରୁ, କଲରା, ଜହ୍ନି, ଛଚିନ୍ଦ୍ରା, କାକୁଡି, ଲାଉ ଚାଷ କରାଯାଇପାରିବ ।
  • ସେଥିପାଇଁ ଲାଇସେନ୍ସପ୍ରାପ୍ତ ବିହନ ବିକ୍ରେତାଙ୍କ ଠାରୁ ବିହନ କ୍ରୟ କରନ୍ତୁ ।
  • ଜମିକୁ ଭଲ ଭାବରେ ଚାଷ କରନ୍ତୁ । ୧ ଫୁଟ ଲମ୍ବା, ୧ ଫୁଟ ଚଉଡ଼ା ଏବଂ ୧ ଫୁଟ ଗଭୀରତା ବିଶିଷ୍ଟ ମନ୍ଦାମାନ ଖୋଳନ୍ତୁ । ମନ୍ଦାକୁ ମନ୍ଦା ବ୍ୟବଧାନରେ ୧.୫ ମିଟର ବା ୪.୫ ଫୁଟ ରଖନ୍ତୁ ।
  • ପ୍ରତି ମନ୍ଦାରେ ସଢା ଗୋବର ଖତ ପ୍ରୟୋଗ କରନ୍ତୁ ।
  • ମନ୍ଦା ପ୍ରତି ୪-୫ଟି ବିହନ ୩ ସେଣ୍ଟିମିଟର ଗଭୀରରେ ରୋପଣ କରନ୍ତୁ ।
  • ଗଜା ହୋଇଗଲା ପରେ ପ୍ରତି ମନ୍ଦାରେ ୩ଟି ସୁସ୍ଥ ଚାରା ରଖି ଅନ୍ୟଗୁଡିକୁ ଓପାଡି ଦିଅନ୍ତୁ ।
     

Video Stream





advertise