Latest News
ବଢିବ ଗହମ ଓ ଚାଉଳ ଦାମ !
ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭାରତରେ ଗହମ ଓ ଚାଉଳ ଉତ୍ପାଦନ ୬ରୁ ୧୦% ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି ।
ଅଳ୍ପ ଖର୍ଚ୍ଚରେ ପରିବା ଚାଷ, କେମିତି କରିବେ ଜାଣନ୍ତୁ...
ଅଳ୍ପ ଖର୍ଚ୍ଚରେ ଉଚ୍ଚ ଜମିରେ କଖାରୁ ଜାତୀୟ ପରିବା ଚାଷ କରି ଆପଣ ବି ଲାଭବାନ ହୋଇପାରିବେ, ଆସନ୍ତୁ ଜାଣିବା କେମିତି କରିବେ ଚାଷ...
କାହା ସ୍ୱାର୍ଥରେ କୋଟି କୋଟି ଟଙ୍କାରେ ନିର୍ମିତ କୃଷି ଭବନ ?
ଯେଉଁ ଅନ୍ନଦାତାଙ୍କ ପାଇଁ ଏହି କୃଷି ଭବନ କରାଯାଇଛି ସେହି ଅନ୍ନଦାତା ଋଣ ଶୁଝି ନପାରି ହେଉ ଅବା ଫସଲ ହାନି ଯୋଗୁ ଜୀବନ ହାରୁଛନ୍ତି...
ଘନ କୁହୁଡ଼ିରେ କେମିତି କରିବେ ଫସଲ ସୁରକ୍ଷା ? ଆସନ୍ତୁ ଜାଣିବା...
ଯଦି ଠିକ ସମୟରେ ଫସଲକୁ ସୁରକ୍ଷା ନଦିଆଯାଏ ତା'ହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥାଏ ।