Latest News
ଘନ କୁହୁଡ଼ିରେ କେମିତି କରିବେ ଫସଲ ସୁରକ୍ଷା ? ଆସନ୍ତୁ ଜାଣିବା...
ଯଦି ଠିକ ସମୟରେ ଫସଲକୁ ସୁରକ୍ଷା ନଦିଆଯାଏ ତା'ହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥାଏ ।
ଅଳ୍ପ ଖର୍ଚ୍ଚରେ ପରିବା ଚାଷ, କେମିତି କରିବେ ଜାଣନ୍ତୁ...
ଅଳ୍ପ ଖର୍ଚ୍ଚରେ ଉଚ୍ଚ ଜମିରେ କଖାରୁ ଜାତୀୟ ପରିବା ଚାଷ କରି ଆପଣ ବି ଲାଭବାନ ହୋଇପାରିବେ, ଆସନ୍ତୁ ଜାଣିବା କେମିତି କରିବେ ଚାଷ...
ବଢିବ ଗହମ ଓ ଚାଉଳ ଦାମ !
ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭାରତରେ ଗହମ ଓ ଚାଉଳ ଉତ୍ପାଦନ ୬ରୁ ୧୦% ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି ।
କାହା ସ୍ୱାର୍ଥରେ କୋଟି କୋଟି ଟଙ୍କାରେ ନିର୍ମିତ କୃଷି ଭବନ ?
ଯେଉଁ ଅନ୍ନଦାତାଙ୍କ ପାଇଁ ଏହି କୃଷି ଭବନ କରାଯାଇଛି ସେହି ଅନ୍ନଦାତା ଋଣ ଶୁଝି ନପାରି ହେଉ ଅବା ଫସଲ ହାନି ଯୋଗୁ ଜୀବନ ହାରୁଛନ୍ତି...